20
Jun
ସମସ୍ତ ଭତ୍ତା ହିତାଧିକାରୀ ଙ୍କୁ ଅନୁରୋଧ
ଯେଉଁମାନେ ଭତ୍ତା ଟଙ୍କାକୁ ACCOUNT ମାଧ୍ଯମରେ ପାଉଛନ୍ତି, ସେମାନେ ବ୍ୟାଙ୍କ କୁ ଯାଇ
E-KYC
NPCI
କରିବା ବାଧ୍ୟତାମୂଳକ ।
ତେଣୁ ସମସ୍ତଙ୍କୁ ଅନୁରୋଧ ଆପଣ ଯଥାଶୀଘ୍ର ବ୍ୟାଙ୍କ କୁ ଯାଇ
E-KYC ଏବଂ NPCI କରିଦିଅନ୍ତୁ ।
e-KYC & NPCI Aadhaar Seeding Success
ଏହାକୁ କଲେ ଆପଣ ମାନେ ଉତ୍ତା ଟଙ୍କା ସୁରସ୍ଥିତ ଭାବେ ଆପଣଙ୍କ ଖାତାକୁ ଆସିବ ।
ପଇସା ପାଇବାରେ କୌଣସି ବିଳମ୍ ହେବ ନାହିଁ ।
ସରକାରୀ ସହାଯତା ଆପଣଙ୍କ ପାଖରେ ପହଞ୍ଚିବ ଢିନା ଅସୁବିଧାରେ ।
ଆପଣଙ୍କ ସୁବିଧା, ଆପଣଙ୍କ ଅଧିକାର, ଆପଣଙ୍କ ସୁରକ୍ଷା ।
ଆଜିହିଁ ବ୍ୟାଙ୍କ କୁ ଯାଆନ୍ତୁ, E-KYC ଏବଂ NPCI କରନ୍ତୁ, ବିନା ଅସୁବିଧାରେ ଆପଣଙ୍କ ଭତ୍ତା ପଇସା ପାଇପାରିବେ ।
Post by Admin