22

Jul


ମୁନିଗୁଡାର ଡୋନବସ୍କୋ ସ୍କୁଲ ସମ୍ମୁଖରେ ଥିବା OFDC LTD (ଓଡିଶା ବନ ଉର୍ଣ୍ଣୟନ ନିଗମ ଲିମିଟେଡ଼) ପରିସରରେ ଥିବା କାଠ ମିଲ ପରିଚାଳନା ପାଇଁ ଟେଣ୍ଡର ବାହାରିଛି ଟେଣ୍ଡରର ଶେଷ ତାରିଖ ଅଗଷ୍ଟ 9/8/2026। ଯଦି ଇଛୁକ ଥିବା ଲୋକେ ଟେଣ୍ଡର ପାଇଁ ପ୍ରସ୍ତୁତ ହୁଅନ୍ତୁ।
Post by Admin