10
Jun
*ଆନନ୍ଦବଜାର ଓ ପତିତପାବନକୁ ମିଳିଲା ପାଟେଣ୍ଟ*
-ଶ୍ରୀମନ୍ଦିର ସହ ସମ୍ପର୍କିତ ଦୁଇ ଶବ୍ଦ ଓ ଗୋଟିଏ ଲୋଗୋକୁ ମିଳିଲା ପାଟେଣ୍ଟ
-ଆନନ୍ଦ ବଜାର ଓ ପତିତପାବନ ଦୁଇ ଶବ୍ଦାବଳୀକୁ ମିଳିଲା ପାଟେଣ୍ଟ
-ଶ୍ରୀ ଜଗନ୍ନାଥ ଟେମ୍ପୁଲ ଆଡମିନିଷ୍ଟ୍ରେସନ୍ ବା SJTA ଲୋଗୋକୁ ପାଟେଣ୍ଟ
-ଆହୁରି ୨୬ଟି ନାମ ଆବେଦନ ହୋଇଥିବା ବେଳେ ଅଧିକ ତଥ୍ୟ ଦିଆଯିବ
-ଫଳରେ ଅନ୍ୟତ୍ର ବ୍ୟବହାର, ବିକ୍ରି, ପ୍ରସ୍ତୁତି, ଆମଦାନୀ ଉପରେ ଲାଗିଲା ରୋକ୍
-ଜଗନ୍ନାଥ ଧାମ ନାମ ପାଇଁ ମଧ୍ୟ ପାଟେଣ୍ଟ ଆବେଦନ କରିଛି ଶ୍ରୀମନ୍ଦିର ପ୍ରଶାସନ
Post by Admin